ପଣ୍ଡିତ ଜୀ କହିଲା - ତୁମେ ଏମିତି କାହିଁକି କରୁଛ ...?
ବୃଦ୍ଧ କହିଲା - କେବଳ ଗୋଟିଏ ଶବ୍ଦ ଶୁଣିବାକୁ ...!
ପଣ୍ଡିତ ଜୀ - କେଉଁ ଶବ୍ଦ ...?
ବୃଦ୍ଧ - ସେତେବେଳେ, ଯେତେବେଳେ ଆପଣ କୁହନ୍ତି କନ୍ୟାକୁ ଡାକ ...
!
ପଣ୍ଡିତ ଜୀ କାବା !
ଅଫିସରେ
ରାଜେଶ - ତୁ ଆଜି ଟିଫିନ୍ ରେ କଣ ଆଣିଛୁ ମତେ ଟିକେ ଦେଲୁ ।
ବିକାଶ- କାଇଁ କିଛି ଖାଇକି ଆସିନ କି?
ରାଜେଶ- ନା ରେ ।
ବିକାଶ- କାହିଁକି ?
ରାଜେଶ କାଲି ତୋ ଭାଉଜ ରାଗିଥିଲା । 'ତାକୁ ମୁଁ WhatsApp ରେ 'ପ୍ରିୟତମା' 'ଲେଖୁ ଲେଖୁ 'ପ୍ରେତାତ୍ମା' ହେଇଗଲା ।
0 Comments